କରୋନାରେ ଆଜି ଆଉ ୧୬ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୬୮୭କୁ ବୃଦ୍ଧି  ରାଜ୍ୟରୁ ୭୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  କ୍ୱାରେଣ୍ଟିନରୁ ୪୧୯ ଓ ଲୋକାଲ କେସ ୩୧୧  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧କୁ ବୃଦ୍ଧି  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୮ ସଂକ୍ରମିତ ଚିହ୍ନଟ  ଖୋର୍ଦ୍ଧାରେ ୬୫, ସୁନ୍ଦରଗଡ଼ରେ ୫୭, ବାଲେଶ୍ୱରରେ ୫୩, କଟକରେ ୪୯ ଆକ୍ରାନ୍ତ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୫୬୮୫୮୬୦ କୋଭିଡ ନମୁନା ପରୀକ୍ଷା  ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୩୦୭୩୭୪ ସୁସ୍ଥ  
News

ଟୀକା ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର: ଶୀତର ପ୍ରକୋପ ବଢ଼ୁଥିବାରୁ ଏବେ ଲୋକଙ୍କ ମନରେ କରୋନା ଆତଙ୍କ ବୃଦ୍ଧି ପାଉଛି । ଏଥିରୁ ମୁକ୍ତି ଲାଗି ଏବେ ସମସ୍ତଙ୍କ ନଜର ଟୀକା ଉପରେ ।
ଶୀତର ପ୍ରକୋପ ବଢ଼ୁଥିବାରୁ ଏବେ ଲୋକଙ୍କ ମନରେ କରୋନା ଆତଙ୍କ ବୃଦ୍ଧି ପାଉଛି...

ପ୍ରବାସୀ ଶ୍ରମିକଙ୍କୁ ଲାଇସେନ୍ସ ପ୍ରଦାନ

ଭୁବନେଶ୍ୱର: ଚଳିତବର୍ଷର ପ୍ରଥମ ୮ମାସରେ ଏକ ଲକ୍ଷ ୪୨ହଜାରରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି । ୨୯୩୫ଜଣ ଶ୍ରମ ଠିକାଦାର ଏହି ଅନୁମତି ହାସଲ କରିଛନ୍ତି ।
ଚଳିତବର୍ଷର ପ୍ରଥମ ୮ମାସରେ ଏକ ଲକ୍ଷ ୪୨ହଜାରରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ...

ସମ୍‌ରେ ଅତ୍ୟାଧୁନିକ ପରୀକ୍ଷାଗାର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବୁଧବାର ଦିନ ଏକ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ ହୋଇଯାଇଛି ।
ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍...

୧୨୦ ଓଡ଼ିଆ ଅଧ୍ୟାପକଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଚୟନ କରାଯାଇଥିବା ଓଡ଼ିଆ ବିଭାଗର ଅଧ୍ୟାପକମାନଙ୍କର ଏକ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ୧୨୦ ଜଣ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ ।
ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଚୟନ କରାଯାଇଥିବା ଓଡ଼ିଆ ବିଭାଗର ଅଧ୍ୟାପକମାନଙ୍କର ଏକ ଦିଗ୍‌ଦର୍ଶନ...

ଆଦିବାସୀଙ୍କ ଜମି ଫେରାଇବାକୁ ଦାବି

ଭୁବନେଶ୍ୱର: ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ଆଦିବାସୀଙ୍କ ଜମିକୁ ଅନ୍ୟ ସମ୍ପ୍ରଦାୟର ଲୋକେ ନେଇଯାଉଛନ୍ତି । ନିରୀହ ଆଦିବାସୀମାନେ ଯେତେ ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି । ବିଧାନସଭାରେ ଆଜି ଏଭଳି ଅଭିଯୋଗ
ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ଆଦିବାସୀଙ୍କ ଜମିକୁ ଅନ୍ୟ ସମ୍ପ୍ରଦାୟର ଲୋକେ ନେଇଯାଉଛନ୍ତି...

ନୀଳାଚଳ ଇସ୍ପାତ ଚଳାଇବାକୁ ଦାବି

ଭୁବନେଶ୍ୱର: ବନ୍ଦ ହୋଇପଡ଼ିଥିବା ନୀଳାଚଳ ଇସ୍ପାତ କାରଖାନାକୁ ତୁରନ୍ତ ଚଳାଇବା ଲାଗି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ
ବନ୍ଦ ହୋଇପଡ଼ିଥିବା ନୀଳାଚଳ ଇସ୍ପାତ କାରଖାନାକୁ ତୁରନ୍ତ ଚଳାଇବା ଲାଗି କଂଗ୍ରେସ ବିଧାୟକ...

ରକ୍ତଭଣ୍ଡାର କର୍ମଚାରୀଙ୍କ ଦୁଃଖ ବୁଝ

ଭୁବନେଶ୍ୱର: ରାଜ୍ୟର ୫୬ଟି ରକ୍ତଭଣ୍ଡାରରେ କାର୍ଯ୍ୟ କରୁଥିବା ୧୮୫ ଜଣ ଠିକା କର୍ମଚାରୀଙ୍କ ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଆଜି ବିଧାନସଭାରେ
ରାଜ୍ୟର ୫୬ଟି ରକ୍ତଭଣ୍ଡାରରେ କାର୍ଯ୍ୟ କରୁଥିବା ୧୮୫ ଜଣ ଠିକା କର୍ମଚାରୀଙ୍କ ପ୍ରତି...

ଏଏନଏମମାନଙ୍କୁ ସ୍ଥାୟୀ କର

ଭୁବନେଶ୍ୱର: କୋଭିଡ୍‍ କାର୍ଯ୍ୟରେ ନିୟୋଜିତ ଏଏନଏମମାନଙ୍କୁ ଛଟେଇ କରିବା ପରିବର୍ତ୍ତେ ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ଦେବା ପାଇଁ ବିଧାନସଭାରେ ଦାବି ହେଉଛି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ
କୋଭିଡ୍‍ କାର୍ଯ୍ୟରେ ନିୟୋଜିତ ଏଏନଏମମାନଙ୍କୁ ଛଟେଇ କରିବା ପରିବର୍ତ୍ତେ ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗରେ...

ପାଇପ୍‍ ଲାଇନ୍‍ ପ୍ରକଳ୍ପ ବାଧାପ୍ରାପ୍ତ

ଭୁବନେଶ୍ୱର: ପାରାଦୀପ-ହାଇଦ୍ରାବାଦ ପାଇପ୍‍ ଲାଇନ୍‍ ପ୍ରକଳ୍ପ କାର୍ଯ୍ୟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବାଧିକ ଗୁରୁତ୍ୱାରୋପ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଏହି କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।
ପାରାଦୀପ-ହାଇଦ୍ରାବାଦ ପାଇପ୍‍ ଲାଇନ୍‍ ପ୍ରକଳ୍ପ କାର୍ଯ୍ୟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବାଧିକ...

କୋଭିଡ୍‍ ଚିକିତ୍ସାର ଦୈନିକ ଖର୍ଚ୍ଚ

ଭୁବନେଶ୍ୱର: କୋଭିଡ୍‍ ଚିକିତ୍ସା ଲାଗି ବର୍ତ୍ତମାନ ସୁଦ୍ଧା ମୋଟ୍‍ ୧,୭୨,୪୧୬ ଜଣ ରୋଗୀ କୋଭିଡ୍‍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଏମାନଙ୍କ ଚିକିତ୍ସା କରୁଥିବା ଘରୋଇ ଡାକ୍ତରଖାନାଗୁଡ଼ିକ ସାଧାରଣ ଶଯ୍ୟା ଲାଗି ଦୈନିକ ୧୨୦୦ରୁ ୩୦୦୦ ଟଙ୍କା ନେଉଛନ୍ତି ।
କୋଭିଡ୍‍ ଚିକିତ୍ସା ଲାଗି ବର୍ତ୍ତମାନ ସୁଦ୍ଧା ମୋଟ୍‍ ୧,୭୨,୪୧୬ ଜଣ...


 ଆର୍କାଇଭ୍
Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020