ପାଞ୍ଚଜଣ ବରିଷ୍ଠ ଡାକ୍ତରଙ୍କୁ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି  ଡାକ୍ତର ବିଜୟ କୁମାର ମହାପାତ୍ର ହେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  କଳାହାଣ୍ଡି ସିଡିଏମ୍‍ଓ ଡାକ୍ତର ବନଲତା ଦେବୀ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ  ଗଞ୍ଜାମ ସିଡିଏମ୍‍ଓ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କୁ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି  ଡାକ୍ତର ଦୀନବନ୍ଧୁ ପଣ୍ଡା ହେଲେ ରାଉରକେଲା ଆରସିଏଚ୍‍ ନିର୍ଦ୍ଦେଶକ  ଡାକ୍ତର ପ୍ରଦୀପ କୁମାର ମହାପାତ୍ର ହେଲେ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ  
 | Archive News
Month
Year

ବଲାଣି ଖଣିକୁ ନେଇ ସେଲ୍‍ ଚିନ୍ତିତ

ଭୁବନେଶ୍ୱର: ବଲାଣି ଲୁହାପଥର ଖଣିକୁ ଓଡିଶା ସରକାର ଅନୁମତି ଦେବାରେ ହେଉଥିବା ବିଳମ୍ବକୁ ନେଇ ଷ୍ଟିଲ ଅଥରିଟୀ ଅଫ୍‍ ଇଣ୍ଡିଆ ଲିମିଟେଡ (ସେଲ୍‍) ଚିନ୍ତିତ ।
ବଲାଣି ଲୁହାପଥର ଖଣିକୁ ଓଡିଶା ସରକାର ଅନୁମତି ଦେବାରେ ହେଉଥିବା ବିଳମ୍ବକୁ ନେଇ...

ପ୍ରଧାନମନ୍ତ୍ରୀ ଆବାସରେ ଓଡିଶା ଦ୍ୱିତୀୟ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରେ ପ୍ରାଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଯୋଜନାରେ ଘର ତିଆରି ଲକ୍ଷ୍ୟ ପୂରଣ କରିବାରେ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ।
ଚଳିତ ଆର୍ଥିକ ବର୍ଷରେ ପ୍ରାଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଯୋଜନାରେ ଘର...

ବିଦେଶକୁ ବିମାନ ଉଡିବା ଆଶା

ଭୁବନେଶ୍ୱର: ଓଡିଶାରୁ ଅଧିକ ସଂଖ୍ୟାରେ ବିମାନ ବିଦେଶକୁ ଉଡିବାର ଆଶା ସଞ୍ଚାର ହୋଇଛି ।
ଓଡିଶାରୁ ଅଧିକ ସଂଖ୍ୟାରେ ବିମାନ ବିଦେଶକୁ ଉଡିବାର ଆଶା ସଞ୍ଚାର ହୋଇଛି ।...

୫ ଜିଲ୍ଲାରେ ମିଶନ ଇନ୍ଦ୍ରଧନୁଷ ସଚେତନତା

ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲା କୋରାପୁଟ, ରାୟଗଡା, ମାଲକାନଗିରି, କନ୍ଧମାଳ ଓ ଗଜପତି ଜିଲ୍ଲାରେ ସମ୍ପୂର୍ଣ୍ଣ ଟୀକାକରଣ ଅଭିଯାନକୁ ସଫଳ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ତରଫରୁ ଏଠାରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟର ୫ଟି ଜିଲ୍ଲା କୋରାପୁଟ, ରାୟଗଡା, ମାଲକାନଗିରି, କନ୍ଧମାଳ...

ଘାନା ସହ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଭାରତ ଏବଂ ଘାନା ମଧ୍ୟରେ ଥିବା ସମ୍ପର୍କକୁ ଅହୁରି ମଜବୁତ୍ କରିବା ପାଇଁ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଣ୍ଡିଆନ୍ ଅଏଲ ଏବଂ ଘାନାର ଜାତୀୟ ପେଟ୍ରୋଲିୟମ ପ୍ରାଧିକରଣ(ଏନ୍ପିଏ) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।
ଭାରତ ଏବଂ ଘାନା ମଧ୍ୟରେ ଥିବା ସମ୍ପର୍କକୁ ଅହୁରି ମଜବୁତ୍ କରିବା ପାଇଁ...

ମାର୍ଚ୍ଚ ପହିଲାରୁ ଏସସିବିର ନବକଳେବର

ଭୁବନେଶ୍ୱର: କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା କାର୍ଯ୍ୟ ତ୍ୱରନ୍ୱିତ ହୋଇଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ ।
କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା...

ପୌରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା

ଭୁବନେଶ୍ୱର: ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ନିୟମ ଅନୁଯାୟୀ ସମସ୍ତ ସହରାଚଂଳ ମାନଙ୍କରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥି ଭାଥନନ୍ ନିର୍ଦ୍ଦେଶ ଦେଇଛନ୍ତି ।
ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ନିୟମ ଅନୁଯାୟୀ ସମସ୍ତ ସହରାଚଂଳ ମାନଙ୍କରେ ନିର୍ଦ୍ଧିଷ୍ଟ ସମୟ...

ଗଣିତ ପ୍ରତିଷ୍ଠାନକୁ ନିର୍ଦ୍ଦେଶକ ମିଳୁନାହାନ୍ତି

ଭୁବନେଶ୍ୱର: ଓଡିଶା ସରକାରଙ୍କ ପରିଚାଳିତ ଗଣିତ ପ୍ରତିଷ୍ଠାନ (ଇନ୍‍ଷ୍ଟିଟ୍ୟୁଟ ଅଫ୍‍ ମ୍ୟାଥମେଟିକ୍ସ)ର ନିର୍ଦ୍ଦେଶକ ପଦବୀ ପୂରଣପାଇଁ ରାଜ୍ୟରେ ଯୋଗ୍ୟ ପ୍ରାର୍ଥୀ ମିଳୁନାହାନ୍ତି ।
ଓଡିଶା ସରକାରଙ୍କ ପରିଚାଳିତ ଗଣିତ ପ୍ରତିଷ୍ଠାନ (ଇନ୍‍ଷ୍ଟିଟ୍ୟୁଟ ଅଫ୍‍ ମ୍ୟାଥମେଟିକ୍ସ)ର ନିର୍ଦ୍ଦେଶକ ପଦବୀ...

୫୦ହଜାର ଟପିଲେ ଏଚ୍‍ଆଇଭି ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଏଚ୍‍ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ୫୦ହଜାର ଟପିଥିବାବେଳେ ଯୁବଗୋଷ୍ଠିଙ୍କ ମଧ୍ୟରେ ଏଡ୍‍ସ ସଂକ୍ରମଣର ହାର ୪୧ ପ୍ରତିଶତରେ ପହଞ୍ଚିଛି ।
ରାଜ୍ୟରେ ଏଚ୍‍ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ୫୦ହଜାର ଟପିଥିବାବେଳେ ଯୁବଗୋଷ୍ଠିଙ୍କ ମଧ୍ୟରେ ଏଡ୍‍ସ ସଂକ୍ରମଣର...

ଆମ୍ରିରେ ହାପି ହାର୍ଟ କ୍ଲବ

ଭୁବନେଶ୍ୱର: ଆମ୍ରି ହସ୍ପିଟାଲସ ପକ୍ଷରୁ ପୂର୍ବ ଭାରତର ପ୍ରଥମ କାର୍ଡିଆକ୍ ସପୋର୍ଟ ଗ୍ରୁପ୍ (ହୃଦରୋଗ ସହାୟତା ଦଳ) ଗଠନ କରିବା ପାଇଁ ହୃଦରୋଗୀଙ୍କୁ ନେଇ ଏକ ମଂଚ (ପ୍ଲାଟଫର୍ମ) ଗଠନ କରାଯାଇଛି ।
ଆମ୍ରି ହସ୍ପିଟାଲସ ପକ୍ଷରୁ ପୂର୍ବ ଭାରତର ପ୍ରଥମ କାର୍ଡିଆକ୍ ସପୋର୍ଟ ଗ୍ରୁପ୍ (ହୃଦରୋଗ...

ବରଗଡ଼ରେ କ୍ୟାନସର ହସ୍ପିଟାଲ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ୭୦ କୋଟି ଟଙ୍କାର ୭ଟି ପ୍ରକଳ୍ପ ଉଦ୍‍ଘାଟନ କରିଥିଲେ । ଏଥିସହିତ ସେ ୬୦ କୋଟି ଟଙ୍କା ବ୍ୟୟରେ ନିର୍ମତ ହେବାକୁ ଥିବା ୨୨ଟି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ୭୦...

ଦଣ୍ଡ ହାର ୬ ପ୍ରତିଶତରୁ କମ୍‍

ଭୁବନେଶ୍ୱର: ଭାରତୀୟ ପିଙ୍ଗଳ କୋଡ୍‍ର ବିଭିନ୍ନ ଧାରାରେ ରୁଜୁ ହେଉଥିବା ଅପରାଧିକ ମାମଲାଗୁଡ଼ିକରେ ଓଡ଼ିଶାରେ ଦଣ୍ଡବିଧାନ ହାର ୬ ପ୍ରତିଶତରୁ କମ୍‍ ରହୁଛି ।
ଭାରତୀୟ ପିଙ୍ଗଳ କୋଡ୍‍ର ବିଭିନ୍ନ ଧାରାରେ ରୁଜୁ ହେଉଥିବା ଅପରାଧିକ ମାମଲାଗୁଡ଼ିକରେ ଓଡ଼ିଶାରେ...

ଇ-ଡେସ୍‍ପାଚ ଅଚଳ

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ବିଭାଗ ଆଉ ଇ-ଡେସ୍‍ପାଚକୁ ଅପଡେଟ୍‍ କରୁନାହାନ୍ତି । ଦୀର୍ଘ ଦିନ ଧରି ବିଭାଗରେ ଏହା ଅଚଳ ଅବସ୍ଥାରେ ରହିଛି ।
ଇ-ଜେସ୍‍ପାଚ୍‍ ବ୍ୟବସ୍ଥା ପ୍ରଚଳନ କରି ରାଜ୍ୟ ସରକାର ଏକଦା ଜାତୀୟ ସ୍ତରରେ ପ୍ରଶଂସିତ...

ସୁରଟକୁ ଉଡିଲା ବିମାନ

ଭୁବନେଶ୍ୱର: ଆଜି ଠାରୁ ଭୁବନେଶ୍ୱରରୁ ସୁରଟକୁ ସିଧାସଳଖ ଆରମ୍ଭ ହୋଇଛି ବିମାନ ସେବା ।
ଆଜି ଠାରୁ ଭୁବନେଶ୍ୱରରୁ ସୁରଟକୁ ସିଧାସଳଖ ଆରମ୍ଭ ହୋଇଛି ବିମାନ ସେବା ।...

ଜୀବନକୁ ସମୃଦ୍ଧ କରିଥାଏ ଶିକ୍ଷା

ଭୁବନେଶ୍ୱର: ଶିକ୍ଷା କେବଳ ଡିଗ୍ରୀ ହାସଲ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ । ମାତ୍ର ଏହା ମାଧ୍ୟମରେ ଜଣେ ମନୁଷ୍ୟ ଜୀବନର ନୈତିକ ମାନଦଣ୍ଡକୁ ସମୃଦ୍ଧ କରିଥାଏ ବୋଲି ସୋମବାର କହିଛନ୍ତି ଭାରତର ଲୋକପାଳ ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ ।
ଶିକ୍ଷା କେବଳ ଡିଗ୍ରୀ ହାସଲ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ । ମାତ୍ର...

୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଟିଏଫଏଲ

ତାଳଚେର: ତାଳଚେର ଫର୍ଟିଲାଇଜର ଲିମିଟେଡ (ଟିଏଫଏଲ)ର କୋଇଲା ଗ୍ୟାସିଫିକେସନ ଭିତ୍ତିକ ୟୁରିଆ ସାର କାରଖାନା ହେଉଛି ସମଗ୍ର ଦେଶରେ ଏ ଧରଣର ପ୍ରଥମ ପ୍ରକଳ୍ପ । ଏହାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୧.୨୭ ମିଲିଅନ ଟନ
ତାଳଚେର ଫର୍ଟିଲାଇଜର ଲିମିଟେଡ (ଟିଏଫଏଲ)ର କୋଇଲା ଗ୍ୟାସିଫିକେସନ ଭିତ୍ତିକ ୟୁରିଆ ସାର କାରଖାନା...

ଚାଷୀ ଦେଶ ଓ ଅର୍ଥନୀତିର ଶକ୍ତି

ଭୁବନେଶ୍ୱର: ଚାଷୀ ଓଡ଼ିଶାର ବିକାଣ ସାରଥୀ । ଚାଷୀର ନିଷ୍ଠା ଓ ପରିଶ୍ରମ ଯୋଗୁ ଓଡ଼ିଶାର ସମ୍ମାନ ବଢ଼ିଛି ବୋଲି କୃଷି ଓଡ଼ିଶା ୨୦୨୦ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଚାଷୀ ଓଡ଼ିଶାର ବିକାଣ ସାରଥୀ । ଚାଷୀର ନିଷ୍ଠା ଓ ପରିଶ୍ରମ ଯୋଗୁ...

ଅଧିକ ବିମାନ କମ୍ପାନୀ ଆସିବେ

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ଏଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିମାନ ଚଳାଚଳ କମ୍ପାନୀ ସିଇଓମାନଙ୍କ ସମ୍ମିଳନୀ ଲାଗି ଅଧିକରୁ ଅଧିକ ସଂଖ୍ୟାରେ କମ୍ପାନୀ କର୍ତ୍ତୃପକ୍ଷ ଯୋଗଦେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି ।
ଆସନ୍ତା ୨୨ ତାରିଖରେ ଏଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିମାନ ଚଳାଚଳ କମ୍ପାନୀ...

ପଛୁଆବର୍ଗଙ୍କୁ ଅର୍ଥ ଦେବ କେନ୍ଦ୍ର

ଭୁବନେଶ୍ୱର: ଆସନ୍ତା ଜନଗଣନା ସହିତ ରାଜ୍ୟରେ ଜାତିଭିତ୍ତିକ ଗଣନା ଲାଗି ଓଡ଼ିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଥିବା ବେଳେ କେନ୍ଦ୍ର ସରକାର ଏବେ ପଛୁଆବର୍ଗ (ଓବିସି) ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ଆସନ୍ତା ଜନଗଣନା ସହିତ ରାଜ୍ୟରେ ଜାତିଭିତ୍ତିକ ଗଣନା ଲାଗି ଓଡ଼ିଶା ସରକାର କେନ୍ଦ୍ରକୁ...

ସ୍ୱଚ୍ଛ ସହରାଞ୍ଚଳ ପାଇଁ ପ୍ରଶଂସିତ

ଭୁବନେଶ୍ୱର: ରାଜ୍ୟର ୧୧୪ଟି ପୌରସଂସ୍ଥା ମଧ୍ୟରୁ ୧୧୦ଟିକୁ କେନ୍ଦ୍ର ସରକାର ତୃତୀୟ ପକ୍ଷର ଆକଳନ ଆଧାରରେ ବାହ୍ୟ ମଳମୁକ୍ତ ପୌରାଞ୍ଚଳ ଭାବେ ପ୍ରମାଣପତ୍ର ଦେଇଛନ୍ତି ।
ରାଜ୍ୟର ୧୧୪ଟି ପୌରସଂସ୍ଥା ମଧ୍ୟରୁ ୧୧୦ଟିକୁ କେନ୍ଦ୍ର ସରକାର ତୃତୀୟ ପକ୍ଷର ଆକଳନ...

ଇ-ଚେକଗେଟ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଇ-ଚେକ ଗେଟ ବ୍ୟବସ୍ଥା । ଏହି ବ୍ୟବସ୍ଥା ଫଳରେ ଏଣିକି ଅନ୍ୟ ରାଜ୍ୟର ଗାଡ଼ି ଓଡ଼ିଶା ଆସିବା ପୂର୍ବରୁ ଅନଲାଇନରେ ଗେଟ ପ୍ରବେଶ ହୋଇ ପାରିବ ।
ରାଜ୍ୟରେ ଆରମ୍ଭ ହୋଇଛି ଇ-ଚେକ ଗେଟ ବ୍ୟବସ୍ଥା । ଏହି ବ୍ୟବସ୍ଥା ଫଳରେ...

ପାଇପ୍‍ ଲାଇନ୍‍ କାର୍ଯ୍ୟକୁ ସୁରକ୍ଷା ଦିଅ

ଭୁବନେଶ୍ୱର: ଓଡ଼ିଶାରେ ଚାଲୁଥିବା ପେଟ୍ରୋଲିୟମ୍‍ ପାଇପ୍‍ ଲାଇନ୍‍ ବିଛା କାର୍ଯ୍ୟକୁ ସୁରକ୍ଷା ଯୋଗାଇଦେବା ଲାଗି କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି ।
ଓଡ଼ିଶାରେ ଚାଲୁଥିବା ପେଟ୍ରୋଲିୟମ୍‍ ପାଇପ୍‍ ଲାଇନ୍‍ ବିଛା କାର୍ଯ୍ୟକୁ ସୁରକ୍ଷା ଯୋଗାଇଦେବା ଲାଗି...

ଓଡ଼ିଆ ସାହିତ୍ୟରେ ଗାନ୍ଧୀ

ଭୁବନେଶ୍ୱର: ମହାତ୍ମା ଗାନ୍ଧୀ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଏବଂ ଦେଶର ଆର୍ଥିକ ଓ ସାମାଜିକ କ୍ଷେତ୍ରକୁ ସମୃଦ୍ଧ କରିବା ସଙ୍ଗେ ସଙ୍ଗେ ସାହିତ୍ୟ କ୍ଷେତ୍ରକୁ ମଧ୍ୟ ନୂଆ ଦିଗ୍‍ଦର୍ଶନ ଦେଇଛନ୍ତି ।
ମହାତ୍ମା ଗାନ୍ଧୀ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଏବଂ ଦେଶର ଆର୍ଥିକ ଓ ସାମାଜିକ...

ନିର୍ବାଚନ କମିଶନ ପୁରସ୍କୃତ

ଭୁବନେଶ୍ୱର: ସୂଚନା, ଯୋଗାଯୋଗ ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଜରିଆରେ ‘ଭୋଟର ହେଲ୍ପ ଲାଇନ୍‍’ ଏବଂ ସି-ଭିଜିଲ ଆପ୍‍ର ସଠିକ ଉପଯୋ କରି ଭାରତର ନିର୍ବାଚନ କମିଶନ ଇ-ଗଭର୍ଣ୍ଣାନାନ୍ସ କ୍ଷେତ୍ରରେ କମ୍ପ୍ୟୁଟର ସୋସାଇଟି ଅଫ୍‍ ଇଣ୍ଡିଆ ଦ୍ୱାରା ୨୦୧୯ ମସିହା ପାଇଁ ‘ଆୱାର୍ଡ ଅଫ୍‍ ଏକ୍ସିଲେନ୍ସି’ ପୁରସ୍କାର ଲାଭ କରିଛନ୍ତି ।
ସୂଚନା, ଯୋଗାଯୋଗ ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଜରିଆରେ ‘ଭୋଟର ହେଲ୍ପ ଲାଇନ୍‍’...

ଯନ୍ତା ଦ୍ୱାରା ମାଛଚାଷ ସୁଯୋଗ

ଭୁବନେଶ୍ୱର: ଜଳାଶୟ ଓ ସମୁଦ୍ର ଭିତରେ ଯନ୍ତା ଦ୍ୱାରା ମତ୍ସ୍ୟ ଚାଷ ଲାଗି ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି ।
ଜଳାଶୟ ଓ ସମୁଦ୍ର ଭିତରେ ଯନ୍ତା ଦ୍ୱାରା ମତ୍ସ୍ୟ ଚାଷ ଲାଗି...

ପ୍ରଧାନମନ୍ତ୍ରୀ ଆବାସ ପାଇଁ ଜବରଦଖଲ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ଏବେ ରାଜଧାନୀରେ ଜବରଦଖଲ ବଢ଼ିବାରେ ଲାଗିଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ଏବେ ରାଜଧାନୀରେ ଜବରଦଖଲ...

ଜାନୁଆରି ୨୦ରୁ କୃଷି ଓଡ଼ିଶା

ଭୁବନେଶ୍ୱର: ଜାନୁଆରି ୨୦ରୁ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବ କୃଷି ଓଡ଼ିଶା ।
ଜାନୁଆରି ୨୦ରୁ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବ କୃଷି ଓଡ଼ିଶା ।...

ମଙ୍ଗ ଧରିଲେ ସମୀର

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ବିଧିବଦ୍ଧ ଭାବେ ଦଳର ମଙ୍ଗ ଧରିଛନ୍ତି ।
ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ବିଧିବଦ୍ଧ ଭାବେ ଦଳର ମଙ୍ଗ...

ନାଗରିକ ହିଁ ଗଣତନ୍ତ୍ରର ଆଧାର

ଭୁବନେଶ୍ୱର: ଓଡ଼ିଶାର ପ୍ରତ୍ୟେକଙ୍କୁ ମର୍ଯ୍ୟାଦାର ସହିତ ସେବା ମିଳିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ପୂର୍ବାହ୍ନରେ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସମ୍ମିଳନୀ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ରାଜ୍ୟରେ ବିକାଶର ପରିଚାଳକ
ଓଡ଼ିଶାର ପ୍ରତ୍ୟେକଙ୍କୁ ମର୍ଯ୍ୟାଦାର ସହିତ ସେବା ମିଳିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ...

କମ୍ପାନୀ ଦେବେ ୧୮୫୦ କୋଟି

ଭୁବନେଶ୍ୱର: ପରିବେଶ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ସାରଦା ମାଇନ୍ସ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ନିକଟରେ ୯୩୩ କୋଟି ୬୦ ଲକ୍ଷ ଟଙ୍କା ଜମା ଦେବା ପାଇଁ ପୂର୍ବରୁ କେନ୍ଦ୍ରୀୟ ପରିବେଶ କମିଟି ଯେଉଁ ରିପୋର୍ଟ ଦେଇଥିଲେ ତାହାକୁ ସୁପ୍ରିମ୍‍କୋର୍ଟ କାଏମ୍‍ ରଖିଛନ୍ତି ।
ପରିବେଶ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ସାରଦା ମାଇନ୍ସ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ନିକଟରେ...

ସିଡିଆଇ ତଦନ୍ତର ନୂଆ ନିୟମ

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ହେଉଥିବା କମିଶନର ଫର ଡିପାର୍ଟମେଣ୍ଟାଲ ଇନ୍‍କ୍ୱାରୀ (ସିଡିଆଇ) ରେ କେତେକ ପରିବର୍ତ୍ତନ ହୋଇଛି ।
ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ହେଉଥିବା କମିଶନର ଫର ଡିପାର୍ଟମେଣ୍ଟାଲ ଇନ୍‍କ୍ୱାରୀ (ସିଡିଆଇ) ରେ...

ପୁରୀ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ପୁରୀର ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।
ପୁରୀର ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭ଟି...

ସ୍ୱାଧିକାର ସ୍ୱନକ୍ଷତ୍ର ବିଶେଷାଙ୍କ ଉନ୍ମୋଚିତ

ଭୁବନେଶ୍ୱର: ଦୈନିକ ଓଡିଆ ସମ୍ବାଦପତ୍ର ସ୍ୱାଧିକାରର ୭ମ ବାର୍ଷିକ ଉତ୍ସବ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ସ୍ୱନକ୍ଷତ୍ର ବିଶେଷାଙ୍କକୁ ଉନ୍ମୋଚନ କରି ସ୍ୱାଧିକାରର ଉନ୍ନତି ସହ ଏହାର ଶୁଭକାମନା କରିଛନ୍ତି ।
ଦୈନିକଓଡିଆସମ୍ବାଦପତ୍ର ସ୍ୱାଧିକାରର ୭ମ ବାର୍ଷିକ ଉତ୍ସବ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି...

ମିସଡ କଲରେ ଫାସ୍‍ଟ୍ୟାଗ ସୂଚନା

ଭୁବନେଶ୍ୱର: ଏଣିକି ଫାଷ୍ଟଟ୍ୟାଗ ପ୍ରିପେଡ ୱାଲେଟରେ କେତେ ଟଙ୍କା ବାଲାନ୍ସ ରହିଛି ତାହା କେବଳ ଗୋଟିଏ ମିସଡ କଲ ମାଧ୍ୟମରେ ଜାଣିହେବ ।
ଏଣିକି ଫାସ୍‍ଟ୍ୟାଗପ୍ରିପେଡ ୱାଲେଟରେ କେତେ ଟଙ୍କା ବାଲାନ୍ସ ରହିଛି ତାହା କେବଳ ଗୋଟିଏ...

ସମୀର ବିଜେପି ସଭାପତି

ଭୁବନେଶ୍ୱର: ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ବିଜେପି ଆଜି ଓଡିଶାରେ ତାହାର ରାଜ୍ୟ ସଭାପତି ଶିରିପା ଦଳର ବରିଷ୍ଠ ନେତା ସମୀର ମହାନ୍ତିଙ୍କ ମୁଣ୍ଡରେ ବାନ୍ଧିବାକୁ ନିଷ୍ପତ୍ତି ନେଇଛି ।
ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ବିଜେପି ଆଜି ଓଡିଶାରେ ତାହାର ରାଜ୍ୟ...

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ସହ ‘ସୋଆ’ର ଆଲୋଚନା

ଭୁବନେଶ୍ୱର: ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ପାଇଁ ଆଫଗାନିସ୍ତାନ ରାଷ୍ଟ୍ରପତି ମହମ୍ମଦ ଅସରଫ ଘନି ଅହମ୍ମଦଜାଇ ଓ ‘ସୋଆ’ ପ୍ରତିନିଧିଙ୍କ ମଧ୍ୟରେ ଏକ ସାକ୍ଷାତ ଆଲୋଚନା ହୋଇଯାଇଛି । ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ଅନୁରୋଧ
ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ପାଇଁ ଆଫଗାନିସ୍ତାନ ରାଷ୍ଟ୍ରପତି ମହମ୍ମଦ ଅସରଫ...

ସେସୁ ଉପରେ ୨୮୮୭ କୋଟି ବାକି

ଭୁବନେଶ୍ୱର: ସେସୁ ଠାରୁ ବିଜୁଳି ନେଇ ପଇସା ଦେଇନଥିବା କାରଣରୁ ଆସନ୍ତାକାଲି ଠାରୁ ଖାଉଟିମାନେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ଯାଉଥିବାବେଳେ ଖୋଦ୍‍ ସେସୁ ଗ୍ରିଡ୍‍କୋ ଠାରୁ ଖରିଦ କରିଥିବା ବିଜୁଳି ବାବଦରେ ୨୮୮୭ କୋଟି ଟଙ୍କା ବାକି ରଖିଛି ।
ସେସୁ ଠାରୁ ବିଜୁଳି ନେଇ ପଇସା ଦେଇନଥିବା କାରଣରୁ ଆସନ୍ତାକାଲି ଠାରୁ ଖାଉଟିମାନେ...

ପଛୁଆବର୍ଗଙ୍କ ତାଲିକା ନାହିଁ

ଭୁବନେଶ୍ୱର: ଓଡିଶାରେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆଶ୍ରେଣୀର ଲୋକଙ୍କ ସଂଖ୍ୟା କେତେ, ଏମାନଙ୍କ ମଧ୍ୟରୁ କେତେଜଣ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଏବଂ ସରକାରୀ ଚାକିରିରେ ଓ ଶିକ୍ଷାନୁଷ୍ଠାନରେ ଏହି ବର୍ଗର କେତେ ପ୍ରତିଶତ ରହିଛନ୍ତି ତାହାର ସଠିକ୍‍ ତଥ୍ୟ କାହା ପାଖରେ ନାହିଁ ।
ଓଡିଶାରେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆଶ୍ରେଣୀର ଲୋକଙ୍କ ସଂଖ୍ୟା କେତେ,...

ସ୍ଥାନ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ଭୁବନେଶ୍ୱର: ଓବିସି ଓ ଏସଇବିସି ବର୍ଗ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ମାମଲାରେ ପୁଣି ଥରେ ପତ୍ର ଲେଖି ଏହି ଉଭୟ ବର୍ଗ ପାଇଁ ସ୍ଥାନ ସଂରକ୍ଷଣ କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ନେବା ପାଇଁ ପୁଣି ଦୃଢ ଦାବୀ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓବିସି ଓ ଏସଇବିସି ବର୍ଗ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ...

ଡାକ୍ତର ସରସ୍ୱତୀ ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଅବସରପ୍ରାପ୍ତ ପ୍ରଫେସର ତଥା ବିଶିଷ୍ଟ ସମାଜସେବୀ ଡା. ସରସ୍ୱତୀ ସ୍ୱାଇଁଙ୍କର ଆଜି କଟକଠାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଅବସରପ୍ରାପ୍ତ ପ୍ରଫେସର ତଥା ବିଶିଷ୍ଟ ସମାଜସେବୀ ଡା...

ପ୍ରବାସୀ ଶ୍ରମିକଙ୍କ ପାଇଁ ପ୍ୟାକେଜ

ଭୁବନେଶ୍ୱର: ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରାଯିବା ସହିତ ରାଜ୍ୟ ଭିତରେ ଶ୍ରମିକମାନଙ୍କ ନିୟୋଜନ ପାଇଁ କାମ କରିବାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ୨୦୧୫ରେ ପ୍ରସ୍ତୁତ ଷ୍ଟେଟ୍‍ ଆକ୍ସନ ପ୍ଲାନ
ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରାଯିବା ସହିତ ରାଜ୍ୟ ଭିତରେ ଶ୍ରମିକମାନଙ୍କ ନିୟୋଜନ ପାଇଁ...

ଅଧା ବାଟରେ ନୂଆ ବନ୍ଦର

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ୧୨ଟି ନୂତନ ବନ୍ଦରର ନିର୍ମାଣକାର୍ଯ୍ୟ ଆଗେଇ ପାରୁନାହିଁ ।
ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ୧୨ଟି ନୂତନ ବନ୍ଦରର ନିର୍ମାଣକାର୍ଯ୍ୟ ଆଗେଇ ପାରୁନାହିଁ...

ଆଇନ୍‍ ଶୃଙ୍ଖଳା ଆଶଙ୍କା

ଭୁବନେଶ୍ୱର: ଆଇନ୍‍ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା ଥିବାରୁ ବିଦ୍ୟୁତ୍‍ ସଂଯୋଗ ବିଚ୍ଛିନ୍ନ କରିବାକୁ ଯାଉଥିବା ଦଳଙ୍କ ପାଇଁ କେଉଁ ଥାନା କେତେ ପୋଲିସ ଯୋଗାଇପାରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ।
ବିଦ୍ୟୁତ୍‍ ବିଲ୍‍ ବକେୟା ରଖିଥିବା ଉପଭୋକ୍ତାମାନଙ୍କର ବିଦ୍ୟୁତ୍‍ ସଂଯୋଗ କାଟିବା କାମ ଆସନ୍ତା...

ଆରମ୍ଭ ହେଲା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ

ଭୁବନେଶ୍ୱର: ତିନିଦିନିଆ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁଭ ଉଦଘାଟନ ହୋଇଯାଇଛି ।
ତିନିଦିନିଆ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁଭ ଉଦଘାଟନ ହୋଇଯାଇଛି...

ହଲମାର୍କ ପାଇଁ ବର୍ଷେ ସମୟ

ଭୁବନେଶ୍ୱର: ଆସନ୍ତା୧୫ ଜାନୁଆରୀ ୨୦୨୧ ତାରିଖଠାରୁ ଏହି ନିୟମ ସମ୍ପୂର୍ଣ୍ଣ ଭାବେ ବାଧ୍ୟତାମୂଳକ ହେବ । ନିୟମ ଲାଗୁକରିବା ନିମନ୍ତେ ଗୋଟିଏ ବର୍ଷର ସମୟ ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ରାମବିଳାସ ପାସୱାନ ।
ଜାନୁଆରୀ ୧୫ ତାରିଖରେ ସୁନା ଗହଣରେ ବାଧ୍ୟତାମୂଳକ ହଲମାର୍କିଂ ଲାଗି ବିଜ୍ଞପ୍ତି ପ୍ରକାଶ...

ପୂର୍ବତନ ସୈନିକ ଦିବସ ପାଳିତ

ଭୁବନେଶ୍ୱର: ଉଭୟ ଯୁଦ୍ଧ ଓ ଶାନ୍ତି ସମୟରେ ପୂର୍ବତନ ସୈନିକମାନଙ୍କର ଦେଶପାଇଁ ସେବା ଓ ବଳିଦାନକୁ ମନେ ପକାଇବା ପାଇଁ ୧୨୦ ପଦାତିକ ବାହିନୀ (ପ୍ରାଦେଶିକ ସେନା) ଭୁବନେଶ୍ୱର ପ୍ରାଙ୍ଗଣରେ ଆଜି ଚତୁର୍ଥ ପୂର୍ବତନ ସୈନିକ ଦିବସ ପାଳନ କରାଯାଇଥିଲା ।
ଉଭୟ ଯୁଦ୍ଧ ଓ ଶାନ୍ତି ସମୟରେ ପୂର୍ବତନ ସୈନିକମାନଙ୍କର ଦେଶପାଇଁ ସେବା ଓ...

ମିଥ୍ୟା ପ୍ରଚାର କରୁଛନ୍ତି ବିରୋଧି

ଭୁବନେଶ୍ୱର: ନାଗରିକ ସଂଶୋଧନ ଆଇନକୁ ନେଇ ବିରୋଧୀମାନେ ଜାଣିଶୁଣି ମିଥ୍ୟା ପ୍ରଚାର କରୁଛନ୍ତି ।
ନାଗରିକ ସଂଶୋଧନ ଆଇନକୁ ନେଇ ବିରୋଧୀମାନେ ଜାଣିଶୁଣି ମିଥ୍ୟା ପ୍ରଚାର କରୁଛନ୍ତି ।...

ମହିଳାଙ୍କ ସୁରକ୍ଷାରେ ଓଡ଼ିଶା ଅଗ୍ରଣୀ

ଭୁବନେଶ୍ୱର: ମହିଳାମାନଙ୍କୁ ସୁରକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ।
ମହିଳାମାନଙ୍କୁ ସୁରକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ଓଡ଼ିଶା ଅଗ୍ରଣୀ ରାଜ୍ୟ...

କନ୍‌ଭେନ୍‌ସନ୍‌ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର: ଲୋକସେବା ଭବନ ପରିସରରେ ୫୧୮୦ ବର୍ଗମିଟର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ନବନିର୍ମିତ ଅତ୍ୟାଧୁନିକ ବିଶ୍ୱସ୍ତରୀୟ କନ୍‌ଭେନ୍‌ସନ୍‌ ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍‌ଘାଟନ କରିଛନ୍ତି ।
ଲୋକସେବା ଭବନ ପରିସରରେ ୫୧୮୦ ବର୍ଗମିଟର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ନବନିର୍ମିତ ଅତ୍ୟାଧୁନିକ...

ସହରାଞ୍ଚଳ ମହିଳାଙ୍କ ଦକ୍ଷତା ବଢାଅ

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଅଧିକ ଶକ୍ତିଶାଳୀ କରାଯିବ ।
ରାଜ୍ୟର ସହରାଞ୍ଚଳରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଅଧିକ ଶକ୍ତିଶାଳୀ...

୨୦୦ ଗ୍ରାମ ପେଟ୍ରୋଲରେ ଗୁଇନ୍ଦା ସୂଚନା

ଭୁବନେଶ୍ୱର: ରାଜଧାନୀରେ ଗୁଇନ୍ଦା ସୂଚନା ସଂଗ୍ରହ ପାଇଁ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ଦିନକୁ ମିଳୁଛି ୨୦୦ ଗ୍ରାମ୍‍ରୁ କମ୍‍ ପେଟ୍ରୋଲ ।
ରାଜଧାନୀରେ ଗୁଇନ୍ଦା ସୂଚନା ସଂଗ୍ରହ ପାଇଁ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ଦିନକୁ ମିଳୁଛି...

ପଲିଥିନ୍‍ ଯୁଦ୍ଧରେ ସରକାର ପରାହତ

ଭୁବନେଶ୍ୱର: ରାଜ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକରା ଦେଇଥିବା ସରକାର ଏବେ ଏଥିରେ ପରାହତ ।
ରାଜ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକରା ଦେଇଥିବା ସରକାର...

ଜାଡ଼ରେ ଥରୁଛି ଓଡ଼ିଶା

ଭୁବନେଶ୍ୱର: ରାତିର ତାପମାତ୍ରା ହ୍ରାସ ଯୋଗୁ ସମଗ୍ର ଓଡ଼ିଶା ଏବେ ଜାଡ଼ରେ ଥରୁଛି । ୧୧ଟି ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ସୋନପୁର ଓ ଫୁଲବାଣୀରେ ତାପମାତ୍ରା ସବୁଠାରୁ କମ୍‍
ରାତିର ତାପମାତ୍ରା ହ୍ରାସ ଯୋଗୁ ସମଗ୍ର ଓଡ଼ିଶା ଏବେ ଜାଡ଼ରେ ଥରୁଛି ।...

ସୌନ୍ଦର୍ଯ୍ୟକରଣ ଦାବି

ଭୁବନେଶ୍ୱର: କେନ୍ଦୁଝରଗଡ଼ରେ ଥିବା ଶ୍ରୀ ବଳଦେବ ଜୀଉଙ୍କ ପ୍ରାଚୀନ ମନ୍ଦିରର ବିକାଶ, ସୌନ୍ଦର୍ଯ୍ୟକରଣ ଓ ସୁରୁଖୁରୁରେ ନୀତିକାନ୍ତି ପାଇଁ ଦାବି ହୋଇଛି । କେନ୍ଦୁଝର ବିକାଶ ପରିଷଦ
କେନ୍ଦୁଝରଗଡ଼ରେ ଥିବା ଶ୍ରୀ ବଳଦେବ ଜୀଉଙ୍କ ପ୍ରାଚୀନ ମନ୍ଦିରର ବିକାଶ, ସୌନ୍ଦର୍ଯ୍ୟକରଣ...

ଉର୍ଜା ଗଙ୍ଗାକୁ ବିରୋଧ

ଭୁବନେଶ୍ୱର: ସ୍ଥାନୀୟ ଲୋକଙ୍କ ବିରୋଧ ଓ ଅମଲାତନ୍ତ୍ରର ନାଲିଫିତା କାରବାର ଓଡ଼ିଶାରେ ଉର୍ଜା ଗଙ୍ଗା ପ୍ରକଳ୍ପ କ୍ଷେତ୍ରରେ କଣ୍ଟା ସାଜିଛି ।
ସ୍ଥାନୀୟ ଲୋକଙ୍କ ବିରୋଧ ଓ ଅମଲାତନ୍ତ୍ରର ନାଲିଫିତା କାରବାର ଓଡ଼ିଶାରେ ଉର୍ଜା ଗଙ୍ଗା...

ବିବାଦରେ ଜାତି ଭିତ୍ତିକ ଗଣନା

ଭୁବନେଶ୍ୱର: ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଥିବା ବର୍ଗର ଲୋକଙ୍କ ସମ୍ପର୍କରେ ଜାତି ଭିତ୍ତିକ ତଥ୍ୟ ସଂଗ୍ରହ କରିବାପାଇଁ ଓଡିଶା ସରକାର ନିଷ୍ପତ୍ତି ନେବାପରେ ଏହି ପ୍ରସଙ୍ଗରେ ଏବେ ବିତର୍କ ଆରମ୍ଭ ହୋଇଯାଇଛି ।
ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଥିବା ବର୍ଗର ଲୋକଙ୍କ ସମ୍ପର୍କରେ ଜାତି...

ପଦୋନ୍ନତି ପାଇଁ ଆଗୁଆ ଡିପିସି

ଭୁବନେଶ୍ୱର: ସରକାରୀ ଅଧିକାରୀମାନଙ୍କୁ ପଦୋନ୍ନତି ଲାଗି ଏଣିକି ଡିସେମ୍ବର ମାସରେ ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ବସି ନିଷ୍ପତ୍ତି ନିଆଯିବ ।
ସରକାରୀ ଅଧିକାରୀମାନଙ୍କୁ ପଦୋନ୍ନତି ଲାଗି ଏଣିକି ଡିସେମ୍ବର ମାସରେ ବିଭାଗୀୟ ପଦୋନ୍ନତି...

କାମ ଦେଉନି ସଡକ ସଚେତନତା

ଭୁବନେଶ୍ୱର: ରାଜ୍ୟରେ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଆରମ୍ଭ ହୋଇଥିବାବେଳେ ଦୁର୍ଘଟଣା ରୋକିବାରେ କିନ୍ତୁ ଏହା ବିଶେଷ ସହାୟକ ହୋଇପାରୁ ନାହିଁ ।
ରାଜ୍ୟରେ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଆରମ୍ଭ ହୋଇଥିବାବେଳେ ଦୁର୍ଘଟଣା ରୋକିବାରେ...

ଜାତି ଭିତ୍ତିକ ଗଣନା ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ୨୦୨୧ ଜନଗଣନା ସହ ରାଜ୍ୟର ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ଏବଂ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ମିଳିତ ଭାବେ ଗଣନା କରିବାକୁ କେନ୍ଦ୍ର ନିକଟରେ ଓଡ଼ିଶା ଦାବି କରିବ ।
୨୦୨୧ ଜନଗଣନା ସହ ରାଜ୍ୟର ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ଏବଂ...

କଂଗ୍ରେସକୁ ଦୋଷ ଦେଲେ ଗିରିରାଜ

ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସକୁ ଦୋଷ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ।
ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସକୁ ଦୋଷ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ...

ପୂର୍ବୋଦୟ ର ଶୁଭାରମ୍ଭ

ଭୁବନେଶ୍ୱର: ସମନ୍ୱିତ ଇସ୍ପାତ ହବ୍‍ ଜରିଆରେ ପୂର୍ବ ଭାରତର ରାଜ୍ୟ ଗୁଡିକର ବିକାଶ ପାଇଁ ‘ପୂର୍ବୋଦୟ’ ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସମନ୍ୱିତ ଇସ୍ପାତ ହବ୍‍ ଜରିଆରେ ପୂର୍ବ ଭାରତର ରାଜ୍ୟ ଗୁଡିକର ବିକାଶ ପାଇଁ...

ଲିଙ୍ଗରାଜ ମନ୍ଦିର ପାଇଁ ନୂଆ ଆଇନ୍‍

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଆଇନ୍‍ ତିଆରି ହେବ । ଏଥିପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଆଇନ୍‍ ତିଆରି ହେବ ।...

ଓସିଏସର ପୁରୁଣା ବିବାଦ ତୁଟୁନି

ଭୁବନେଶ୍ୱର: ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳାଫଳ ପ୍ରକାଶ ପରେ ନୂଆ ନିଯୁକ୍ତି ପାଇଁ ଅମଲାତାନ୍ତ୍ରିକ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାବେଳେ ପୂର୍ବବର୍ଷର ଏହି ପରୀକ୍ଷା ବିବାଦର ଏଯାବତ୍‍ ଅବସାନ ଘଟିନାହିଁ ।
ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳାଫଳ ପ୍ରକାଶ ପରେ ନୂଆ ନିଯୁକ୍ତି ପାଇଁ...

ସେସୁରେ ପଶିଲା ରାଜନୀତି

ଭୁବନେଶ୍ୱର: ଆସନ୍ତା ୧୫ ତାରିଖ ସୁଦ୍ଧା ବାକିଆ ବିଦ୍ୟୁତ୍‍ ବିଲ୍‍ ପଇଠ ନକେଲ ଲାଇନ୍‍ କଟିବା ସୁନିଶ୍ଚିତ ବୋଲି ସେସୁ ପକ୍ଷରୁ ଚେତାବନୀ ଦିଆଯିବା ପରେ ଏହା ଭିତରେ ଏବେ ରାଜନୀତି ପଶିଯାଇଛି ।
ଆସନ୍ତା ୧୫ ତାରିଖ ସୁଦ୍ଧା ବାକିଆ ବିଦ୍ୟୁତ୍‍ ବିଲ୍‍ ପଇଠ ନକେଲ ଲାଇନ୍‍...

କୃତୀ ପ୍ରତିଯୋଗୀ ପୁରସ୍କୃତ

ଭୁବନେଶ୍ୱର: ଜାତୀୟ ସ୍ତରରେ ଅନୁଷ୍ଠିତ ହୋସଲା -୨୦୧୯ରେ ଓଡିଶା ପାଇଁ ସଫଳତା ଆଣିଥିବା ରାଜ୍ୟର କୃତୀ ପ୍ରତିଯୋଗିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶୁଭେଚ୍ଛା ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି ।
ଜାତୀୟ ସ୍ତରରେ ଅନୁଷ୍ଠିତ ହୋସଲା -୨୦୧୯ରେ ଓଡିଶା ପାଇଁ ସଫଳତା ଆଣିଥିବା ରାଜ୍ୟର...

ସ୍ଥଗିତ ରହିଲା ଆତ୍ମାହୂତି ଆନ୍ଦୋଳନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସାକ୍ଷାତ ଆଲୋଚନା ପରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ତାଙ୍କର ସମୂହ ଆତ୍ମାହୂତି ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସାକ୍ଷାତ ଆଲୋଚନା ପରେ ଜଟଣୀ ବିଧାୟକ ସୁରେଶ...

ବର୍ଜ୍ୟବସ୍ତୁ ପରିଚାଳନା ପରାମର୍ଶ

ଭୁବନେଶ୍ୱର: ସହରାଚଂଳରେ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍‍ ପରାମର୍ଶ ଦେଇଛନ୍ତି ।
ସହରାଚଂଳରେ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କରିବାକୁ ଗୃହ ଓ...

ଜାନୁୟାରୀ ୧୭ରେ ଆଇଏଏସ୍‍ ସମ୍ମିଳନୀ

ଭୁବନେଶ୍ୱର: ଲୋକଙ୍କୁ ସରକାରୀ ସେବା ଯୋଗାଣରେ ଅଧିକ ଉନ୍ନତି ଆଣିବାପାଇଁ ଆସନ୍ତା ୧୭ ତାରିଖରେ ଆଇଏଏସ୍‍ ଅଫିସରମାନଙ୍କ ବୈଠକ ବସିବ ।
ଲୋକଙ୍କୁ ସରକାରୀ ସେବା ଯୋଗାଣରେ ଅଧିକ ଉନ୍ନତି ଆଣିବାପାଇଁ ଆସନ୍ତା ୧୭ ତାରିଖରେ...

କୋଣାର୍କ ବିକାଶ ପକ୍ରିୟା ଆରମ୍ଭ

ଭୁବନେଶ୍ୱର: ଅର୍କକ୍ଷେତ୍ର କୋଣାର୍କର ବିକାଶ ପାଇଁ ସରକାର ପଦକ୍ଷେପ ଆରମ୍ଭ କରିଥିବାବେଳେ ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ଲାଗି ଓଡିଶା ଆସିବାକୁ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‍ଆଇ)ର ମହାନିର୍ଦ୍ଦେଶକଙ୍କୁ ସରକାର ଅନୁରୋଧ କରିଛନ୍ତି ।
ଅର୍କକ୍ଷେତ୍ର କୋଣାର୍କର ବିକାଶ ପାଇଁ ସରକାର ପଦକ୍ଷେପ ଆରମ୍ଭ କରିଥିବାବେଳେ ଏ ସଂକ୍ରାନ୍ତରେ...

ଜମି ଆବଂଟନ ତ୍ୱରାନ୍ୱିତ

ଭୁବନେଶ୍ୱର: ଶିଳ୍ପାୟନ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ରାଜ୍ୟରେ ୯୮ଟି ପୁଞ୍ଜିନିବେଶ ପ୍ରକଳ୍ପ ନିମନ୍ତେ ଜମି ଆବଂଟନ ପ୍ରକ୍ରିୟାକୁ ସରକାର ତ୍ୱରାନ୍ୱିତ କରିଛନ୍ତି ।
ଶିଳ୍ପାୟନ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ...

ପଦୋନ୍ନତି ପାଇଁ ଅଦାଲତ

ଭୁବନେଶ୍ୱର: ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପଦୋନ୍ନତି ଅଦାଲତ ଗଠନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି ।
ରାଜ୍ୟ ସରକାରଙ୍କ୍ ବିଭିନ୍ନ ବର୍ଗର କର୍ମଚାରୀ ମାନଙ୍କ ପଦୋନ୍ନତିରେ ବିଳମ୍ବ ଦୂରକରି ଉପଯୁକ୍ତ...

ବୃହତ୍ ଶିଳ୍ପ ସମ୍ପ୍ରସାରଣକୁ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ବୈଠକରେ ୩ଟି ବୃହତ୍ ଶିଳ୍ପର ସମ୍ପ୍ରସାରଣ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ।
ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ବୈଠକରେ ୩ଟି ବୃହତ୍...

ପ୍ରତିଷ୍ଠା ହେବ ୧୦୨୩ ଫାଷ୍ଟ ଟ୍ରାକ କୋର୍ଟ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ଅନୁସାରେ ଓଡିଶା ସମେତ ସମଗ୍ର ଦେଶରେ ପ୍ରତିଷ୍ଠା ହେବାକୁ ଥିବା ୧୦୨୩ ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର ଅଦାଲତ ମଧ୍ୟରୁ କେବଳ ପୋକ୍ସୋ ଆଇନ ଅନ୍ତର୍ଗତ ମାମଲାଗୁଡ଼ିକର ଶୁଣାଣି ଲାଗି ୩୮୯ ଅଦାଲତ ପ୍ରତିଷ୍ଠା କରାଯିବ ।
ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ଅନୁସାରେ ଓଡିଶା ସମେତ ସମଗ୍ର ଦେଶରେ ପ୍ରତିଷ୍ଠା...

ସେଲ୍‍ ଲୁହାପଥର ବିକ୍ରି ପାଇଁ ଅନୁରୋଧ

ଭୁବନେଶ୍ୱର: ଷ୍ଟିଲ ଅଥରିଟୀ ଅଫ୍‍ ଇଣ୍ଡିଆ (ସେଲ୍‍)ର ରାଜ୍ୟରେ ଥିବା ବିଭିନ୍ନ ଖଣିରେ ପଡିରହିଥିବା ୭୦ ନିୟୁତ ଟନ୍‍ ଲୁହାପଥର ଗୁଣ୍ଡକୁ ବିକ୍ରି ଲାଗି ଅନୁମତି ଦେବାକୁ ଇସ୍ପାତ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଷ୍ଟିଲ ଅଥରିଟୀ ଅଫ୍‍ ଇଣ୍ଡିଆ (ସେଲ୍‍)ର ରାଜ୍ୟରେ ଥିବା ବିଭିନ୍ନ ଖଣିରେ ପଡିରହିଥିବା...

ଶିଶୁ ଶ୍ରମ ବିଦ୍ୟାଳୟକୁ ଟଙ୍କା ମିଳୁନି

ଭୁବନେଶ୍ୱର: ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର ସହିତ ସେମାନଙ୍କୁ ପାଠ ପଢାଇ ଥଇଥାନ ଉପରେ ରାଜ୍ୟ ସକରାର ଗୁରୁତ୍ୱ ଦେଉଥିବାବେଳେ ଶିଶୁ ଶ୍ରମିକ ବିଦ୍ୟାଳୟ ପରିଚାଳନା କରୁଥିବା ସଂସ୍ଥାମାନଙ୍କୁ କିନ୍ତୁ ସେମାନଙ୍କ ପ୍ରାପ୍ୟ ମିଳିପାରୁ ନାହିଁ ।
ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର ସହିତ ସେମାନଙ୍କୁ ପାଠ ପଢାଇ ଥଇଥାନ ଉପରେ ରାଜ୍ୟ...

ରାଜପଥ କାର୍ଯ୍ୟ ତ୍ୱରାନ୍ୱିତ କର

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ରାଜପଥ ପ୍ରଶସ୍ତିକରଣ ପ୍ରକଳ୍ପ ଗୁଡିକର ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଗୁରୁତ୍ୱ ଆରେ।ପ କରିଛନ୍ତି ।
ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ରାଜପଥ ପ୍ରଶସ୍ତିକରଣ ପ୍ରକଳ୍ପ ଗୁଡିକର ତ୍ୱରିତ କାର୍ଯ୍ୟାନ୍ୱୟନ...

ହଟହଟା ହେଲେ ଯାତ୍ରୀ

ଭୁବନେଶ୍ୱର: ବାମପନ୍ଥୀଦଳ ସହିତ କଂଗ୍ରେସ ପକ୍ଷରୁ ଆଜି ଦିଆଯାଇଥିବା ଭାରତ ବନ୍ଦ ଡାକରାରେ ସବୁଠାରୁ ଅଧିକ ହଟହଟା ହୋଇଛନ୍ତି ଯାତ୍ରୀମାନେ ।
ବାମପନ୍ଥୀଦଳ ସହିତ କଂଗ୍ରେସ ପକ୍ଷରୁ ଆଜି ଦିଆଯାଇଥିବା ଭାରତ ବନ୍ଦ ଡାକରାରେ ସବୁଠାରୁ...

ଏନ୍‍ଆଇଏନ୍‍ଏଲରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‍ ବୈଠକରେ ଆଜି ନୀଳାଚଳ ଇସ୍ପାତ ନିଗମ ଲିମିଟେଡ (ଏନଆଇଏନଏଲ)ରେ ରହିଥିବା ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗର ଇକ୍ୟୁଟି ଅଂଶଧନରୁ ପୁଞ୍ଜି ପ୍ରତ୍ୟାହାର ଲାଗି କେନ୍ଦ୍ର ସରକାର ନୀତିଗତ ନିଷ୍ପତି ନେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‍ ବୈଠକରେ ଆଜି ନୀଳାଚଳ ଇସ୍ପାତ...

ମୟୂରଭଞ୍ଜ ପାଇଁ ୨୦୦ କୋଟି

ମୟୂରଭଞ୍ଜ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଙ୍କୀଶୋଳଠାରେ କିସ ଆବାସିକ ବିଦ୍ୟାଳୟର ଉଦଘାଟନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଅନେକ ଉନ୍ନୟନମୂଳକ...

ଷ୍ଟିଲ ଇନ୍‍ଷ୍ଟିଟ୍ୟୁଟ ଯିବ କଳିଙ୍ଗନଗର

ଭୁବନେଶ୍ୱର: ପୁରୀରେ ଥିବା ବିଜୁ ପଟ୍ଟନାୟକ ନେସନାଲ ଷ୍ଟିଲ ଇନ୍‍ଷ୍ଟିଟ୍ୟୁଟ (ବିପିଏନ୍‍ଏସ୍‍ଆଇ) କଳିଙ୍ଗନଗରକୁ ଉଠାଇ ନେବାଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ପୁରୀରେ ଥିବା ବିଜୁ ପଟ୍ଟନାୟକ ନେସନାଲ ଷ୍ଟିଲ ଇନ୍‍ଷ୍ଟିଟ୍ୟୁଟ (ବିପିଏନ୍‍ଏସ୍‍ଆଇ) କଳିଙ୍ଗନଗରକୁ ଉଠାଇ...

ଭୁଲ୍‍ କାର୍ଯ୍ୟାନୁଷ୍ଠାନ କରି ସରକାର ଅପ୍ରସ୍ତୁତ

ଭୁବନେଶ୍ୱର: ଜଣେ ବରିଷ୍ଠ ଓଏଏସ୍‍ଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରି ଅଦାଲତର କାଠଗଡାରେ ସରକାର ଅପସ୍ତୁତ ହୋଇଛନ୍ତି ।
ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ପ୍ଲଟ ଆବଣ୍ଟନ ଦୁର୍ନୀତି ଘଟଣାରେ ସମ୍ପୃକ୍ତ ଥିବା...

ଦୁଇ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଜାନୁଆରୀ ୮ ଓ ୯ ତାରିଖରେ ଦୁଇ ଦିନ ଧରି ଆଭ୍ୟନ୍ତରୀଣ ଏବଂ ଉତର ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା
ପୂର୍ବ ଭାରତ ଉପରେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ପ୍ରଭାବ ଏବଂ ସମୁଦ୍ର ସ୍ତରରୁ ୫...

ହିଂସା ଓ ଭୟ ପାଇଁ ବନ୍ଦପାଳନ

ଭୁବନେଶ୍ୱର: କଂଗ୍ରେସ ଓ କମ୍ୟୁନିଷ୍ଟ ଭାରତ ବନ୍ଦ ପାଳନ କରିବା ପାଇଁ ଯେଉଁ ଘୋଷଣା କରିଛନ୍ତି ତାହା କେବଳ ହିଂସା ଓ ଭୟର ବାତାବରଣ ସୃଷ୍ଟିପାଇଁ ବୋଲି ବିଜେପି କହିଛି ।
କଂଗ୍ରେସ ଓ କମ୍ୟୁନିଷ୍ଟ ଭାରତ ବନ୍ଦ ପାଳନ କରିବା ପାଇଁ ଯେଉଁ ଘୋଷଣା...

ଓଡ଼ିଶା ଏକ୍ସପ୍ରେସ ସମ୍ମାନିତ

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଦୈନିକ ସମ୍ବାଦପତ୍ର ଓଡିଶା ଏକ୍ସପ୍ରେସକୁ ପ୍ରଥମ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନରେ ପୁରସ୍କୃତ କରିଛନ୍ତି ।
ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ମିଡିଆ ସେଣ୍ଟର ଠାରେ ଆଜି ଆୟୋଜିତ ଏକ ଭବ୍ୟ...

ଗାନ୍ଧୀ ମାର୍ଗରେ ଲୁହା ବାଡ

ଭୁବନେଶ୍ୱର: ବିଧାନସଭା ଠାରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଲମ୍ବିଥିବା ମହାତ୍ମାଗାନ୍ଧୀ ମାର୍ଗରେ ଲୁହାବାଡ ଲଗାଇବା ଆରମ୍ଭ ହୋଇଛି ।
ବିଧାନସଭା ଠାରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଲମ୍ବିଥିବା ମହାତ୍ମାଗାନ୍ଧୀ ମାର୍ଗରେ ଲୁହାବାଡ ଲଗାଇବା ଆରମ୍ଭ...

ବନ୍ଦର ରାସ୍ତା ପାଇଁ କେନ୍ଦ୍ର ଟଙ୍କା ଦେବ

ଭୁବନେଶ୍ୱର: ଗୋପାଳପୁର ବନ୍ଦରକୁ ସଂଯୋଗ କରୁଥିବା ସଡକରେ ଭିଡ ହ୍ରାସ ଲାଗି ବିକଳ୍ପ ରାସ୍ତା ନିର୍ମାଣ ପାଇଁ ଅର୍ଥ ଯୋଗାଇଦେବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି ।
ଗୋପାଳପୁର ବନ୍ଦରକୁ ସଂଯୋଗ କରୁଥିବା ସଡକରେ ଭିଡ ହ୍ରାସ ଲାଗି ବିକଳ୍ପ ରାସ୍ତା...

ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଦାବି

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ତଥା ନିରାପତ୍ତା ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ରାଜ୍ୟ ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ଏବେ ରାଜ୍ୟର ଅନ୍ୟ ସ୍ଥାନରେ ଥିବା ଆଧ୍ୟାତ୍ମିକ ପୀଠ ଗୁଡିକର ବିକାଶଲାଗି ଦାବି ଉଠିଲାଣି ।
ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ତଥା ନିରାପତ୍ତା...

ଖେଲୋ ଇଣ୍ଡିଆର ଶୁଭାରମ୍ଭ

ଭୁବନେଶ୍ୱର: ତୃଣମୂଳ ସ୍ତରରୁ କ୍ରୀଡ଼ାର ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଭାରତ ସରକାର ପ୍ରତିବର୍ଷ ୪ଟି ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଲାଗି ନୀତିଗତ ନିଷ୍ପତି ନେଇଛନ୍ତି ।
ତୃଣମୂଳ ସ୍ତରରୁ କ୍ରୀଡ଼ାର ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଭାରତ ସରକାର ପ୍ରତିବର୍ଷ ୪ଟି ପ୍ରମୁଖ...

ଭଦ୍ରକ ଚିକିତ୍ସାଳୟରେ ୭ ମହଲା କୋଠା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୋ ସରକାର କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ କେତେକ ନିଷ୍ପତ୍ତି କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୋ ସରକାର କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର...

ସାତ ଦିନରେ ୩୧୬୬ଙ୍କୁ ପଦୋନ୍ନତି

ଭୁବନେଶ୍ୱର: ଗୋଟିଏ ସପ୍ତାହରେ ରାଜ୍ୟ ସରକାରଙ୍କ ୩୯ଟି ବିଭାଗ ଓ ୩୦ଟି ଜିଲ୍ଲାରେ ଗ୍ରୁପ-ଏ’ଠାରୁ ଆରମ୍ଭ କରି ଗ୍ରୁପ-ଡି’ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ୩୧୬୬ ଜଣ କର୍ମଚାରୀ ପଦୋନ୍ନତି ପାଇଛନ୍ତି ।
ଗୋଟିଏ ସପ୍ତାହରେ ରାଜ୍ୟ ସରକାରଙ୍କ ୩୯ଟି ବିଭାଗ ଓ ୩୦ଟି ଜିଲ୍ଲାରେ ଗ୍ରୁପ-ଏ’ଠାରୁ...

ସୋଆ ଶିକ୍ଷାଦାନକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନର ସଶକ୍ତ ଭାରତ ଗଠନରେ ସକ୍ରିୟ ଭୂମିକା ନେଇପାରିବେ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିୟାଲ୍ ନିଶାଙ୍କ ମତ ପ୍ରକାଶ କରିଛନ୍ତି ।
‘ଜୟ ଜବାନ ଜୟ କିଷାନ’ ଥିଲା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ...

ଧନୁଯାତ୍ରାକୁ ଜାତୀୟ ମାନ୍ୟତା ଦାବି

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ବରଗଡର ମୁକ୍ତାକାଶ ଧନୁଯାତ୍ରାକୁ ଜାତୀୟ ମାନ୍ୟତା ଦେବାପାଇଁ ଦଳ ମତ ନିର୍ବିଶେଷରେ ବିଭିନ୍ନ ମହଲରୁ ଦାବି ଉଠୁଛି ।
ବିଶ୍ୱ ପ୍ରସିଦ୍ଧ ବରଗଡର ମୁକ୍ତାକାଶ ଧନୁଯାତ୍ରାକୁ ଜାତୀୟ ମାନ୍ୟତା ଦେବାପାଇଁ ଦଳ ମତ...

ବନ୍ଧ ପୁନରୁଦ୍ଧାର ପାଇଁ ୧୦୦୦ କୋଟି

ଭୁବନେଶ୍ୱର: ରାଜ୍ୟ ସରକାର ବିଶ୍ୱବ୍ୟାଙ୍କ୍‍ ସହାୟତାରେ ପାୟ ୧୦୦୦ କୋଟି ଟଙ୍କା ବ୍ୟୟରେ ୩୬ଟି ଜଳଭଣ୍ଡାରରେ ଥିବା ବନ୍ଧର ପୁନରୁଦ୍ଧାର ଓ ବିକାଶ କରିବେ ।
ରାଜ୍ୟ ସରକାର ବିଶ୍ୱବ୍ୟାଙ୍କ୍‍ ସହାୟତାରେ ପାୟ ୧୦୦୦ କୋଟି ଟଙ୍କା ବ୍ୟୟରେ ୩୬ଟି...

ଓଡିଶା ଏକ୍ସପ୍ରେସକୁ ଯୋଗଦିବସ ମିଡିଆ ସମ୍ମାନ

ଭୁବନେଶ୍ୱର: ଦୈନିକ ଓଡିଆ ସମ୍ବାଦପତ୍ର ଓଡିଶା ଏକ୍ସପ୍ରେସ୍‍ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ - ୨୦୧୯ ପାଇବାପାଇଁ ମନୋନୀତ ହୋଇଛି ।
ଦୈନିକ ଓଡିଆ ସମ୍ବାଦପତ୍ର ଓଡିଶା ଏକ୍ସପ୍ରେସ୍‍ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ...

ସଂଖ୍ୟାଲଘୁଙ୍କୁ ନାଗରିକତା ଦେବା ମୁଖ୍ୟ ଲକ୍ଷ୍ୟ

କେନ୍ଦ୍ରାପଡା: ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି ବୋଲି କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ କହିଛନ୍ତି ।
ନାଗରିକତ। ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁର୍ଣ୍ଣ ହେବନି ।...

ଏସ୍‍ଏସ୍‍ ଲିଗ୍‍ ୨୦୨୦

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳ ଗୁଡିକ କେତେ ସଫାସୁତୁରା ରହିଛି ତାହାର ସର୍ବେକ୍ଷଣ ଲାଗି ପ୍ରଥମ ଥର ସକାଶେ ଆରମ୍ଭ ହେବ ଏସ୍‍ଏସ୍‍ ଲିଗ୍‍ ୨୦୨୦ ।
ରାଜ୍ୟର ସହରାଞ୍ଚଳ ଗୁଡିକ କେତେ ସଫାସୁତୁରା ରହିଛି ତାହାର ସର୍ବେକ୍ଷଣ ଲାଗି ପ୍ରଥମ...

ଆରମ୍ଭ ହେଲା ‘ଓଡିଶା ମୋ ପରିବାର’

ଭୁବନେଶ୍ୱର: ଓଡିଶା ମୋ ପରିବାର ଯୋଜନା ଆଜି ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ସେବା ଓ ବିପନ୍ନ ଓଡିଆଙ୍କୁ ସହାୟତା ଭଳି ତିନିଟି ବିଷୟରେ କାର୍ଯ୍ୟ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ।
ଓଡିଶା ମୋ ପରିବାର ଯୋଜନା ଆଜି ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ।...

୨୨ରେ ସିଇଓ ବୈଠକ

ଭୁବନେଶ୍ୱର: ପ୍ରଥମଥର ଲାଗି ଆନ୍ତର୍ଜାତିକ ବିମାନ କମ୍ପାନୀଗୁଡ଼ିକର ଡଜନେରୁ ଅଧିକ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଆସନ୍ତା ୨୨ ତାରିଖରେ ଭୁବନେଶ୍ୱରଠାରେ ଏକତ୍ରିତ ହେବେ ।
ପ୍ରଥମଥର ଲାଗି ଆନ୍ତର୍ଜାତିକ ବିମାନ କମ୍ପାନୀଗୁଡ଼ିକର ଡଜନେରୁ ଅଧିକ ମୁଖ୍ୟ କାର୍ଯ୍ୟ ନିର୍ବାହୀ...

ଖଦି ବୋର୍ଡକୁ ବାଟ ବନ୍ଦ

ଭୁବନେଶ୍ୱର: ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡକୁ ଜନପଥରୁ ସଂଯୁକ୍ତ କରୁଥିବା ରାସ୍ତାକୁ ଏବେ କର୍ତ୍ତୃପକ୍ଷ ବନ୍ଦ କରିଦେଇଛନ୍ତି ।
ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡକୁ ଜନପଥରୁ ସଂଯୁକ୍ତ କରୁଥିବା ରାସ୍ତାକୁ ଏବେ...

ରାସ୍ତା କଡ ଖାଦ୍ୟ ଯାଞ୍ଚ କର

ଭୁବନେଶ୍ୱର: ରାସ୍ତା କଡର୍ ଭେଣ୍ଡିଂଜୋନ୍‍ ଗୁଡିକରେ ଖାଦ୍ୟ ନିରାପତ୍ତା ଉପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗୁରୁତ୍ୱଆରୋପ କରିଛନ୍ତି ।
ରାସ୍ତା କଡଭେଣ୍ଡିଂଜୋନ୍‍ ଗୁଡିକରେ ଖାଦ୍ୟ ନିରାପତ୍ତା ଉପରେ ମୁଖ୍ୟ ଶାସନ ସଚିବ ଅସିତ...

ଟିକସ ବୃଦ୍ଧି ପାଇଁ ଏମ୍‍ପିଏଲ୍‍

ଭୁବନେଶ୍ୱର: ପୌରସଂସ୍ଥା ଗୁଡିକର ରାଜସ୍ୱ ବୃଦ୍ଧି ସହିତ ସେଗୁଡିକୁ ଆତ୍ମନିର୍ଭରଶୀଳ କରିବାପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ମ୍ୟୁନିସିପାଲ ପ୍ରିମିୟର ଲିଗ୍‍ (ଏମ୍‍ପିଏଲ୍‍) ଆୟୋଜନ ପାଇଁ ସ୍ଥିର ହୋଇଛି ।
ପୌରସଂସ୍ଥା ଗୁଡିକର ରାଜସ୍ୱ ବୃଦ୍ଧି ସହିତ ସେଗୁଡିକୁ ଆତ୍ମନିର୍ଭରଶୀଳ କରିବାପାଇଁ ଗୃହ ଓ...

ଗାନ୍ଧୀ ମାର୍ଗ ହିଁ ସମାଧାନର ବାଟ

ଭୁବନେଶ୍ୱର: ସମଗ୍ର ବିଶ୍ୱ ଆଗରେ ପରିବେଶ ପ୍ରଦୂଷଣ ଠାରୁ ଆରମ୍ଭକରି ଯୁଦ୍ଧ ପର୍ଯ୍ୟନ୍ତ ଯେତେ ବଡ ବଡ ସମସ୍ୟା ମୁଣ୍ଡ ଟେକୁଛି ତାହାର ଏକମାତ୍ର ସମାଧାନ ମହାତ୍ମାଗାନ୍ଧୀଙ୍କ ପ୍ରଦର୍ଶିତ ମାର୍ଗରେ ସମ୍ଭବପର ।
ହିଂସା, ଦ୍ୱେଷ, ପରଶ୍ରୀକାତରତା ଓ ଇର୍ଷା ଯୋଗୁଁ ଆମ ଗଣତାନ୍ତ୍ରିକ...

୧୪ ବିଚାରପତି ପଦବୀ ଖାଲି

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‍ ଝାବେରୀ ଆସନ୍ତାକାଲି ଜାନୁଆରୀ ୪ ତାରିଖରେ ଅବସର ଗ୍ରହଣ କରୁଛନ୍ତି ।
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‍ ଝାବେରୀ ଆସନ୍ତାକାଲି ଜାନୁଆରୀ...

ଗୁଟ୍‍ଖା କଟକଣା କାମ ଦେଲାନି

ଭୁବନେଶ୍ୱର: ଓଡିଶା ସରକାର ଗୁଟ୍‍ଖା ଓ ଅନ୍ୟାନ୍ୟ ନିକୋଟିନ୍‍ ଯୁକ୍ତ ପାନମସଲା ନିଷିଦ୍ଧ କରିବାର ଆଜିକୁ ୭ବର୍ଷ ବିତିଛି । ଏହି ବିପଦଜନକ ସାମଗ୍ରୀର ବ୍ୟବହାର କିନ୍ତୁ ବନ୍ଦହେବା ପରିବର୍ତ୍ତେ ଓଡିଶାରେ ଉଦ୍‍ବେଗଜନକ ଭାବେ ବଢି ବଢି ଚାଲିଛି ।
ଓଡିଶା ସରକାର ଗୁଟ୍‍ଖା ଓ ଅନ୍ୟାନ୍ୟ ନିକୋଟିନ୍‍ ଯୁକ୍ତ ପାନମସଲା ନିଷିଦ୍ଧ କରିବାର...

ପୁଞ୍ଜି ନିବେଶକୁ ଉତ୍ସାହିତ କରାଯିବ

ଭୁବନେଶ୍ୱର: ଗୃହ ନିର୍ମାଣ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରାଯିବା ସହିତ ରାଜ୍ୟ ସରକାର ସମସ୍ତ ପକ୍ରାର ସହାୟତା ଯୋଗାଇ ଦେବେ ।
ଗୃହ ନିର୍ମାଣ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରାଯିବା ସହିତ ରାଜ୍ୟ ସରକାର...

ମାର୍ଚ୍ଚ ୨୮ରୁ ସହରୀ ସମୃଦ୍ଧି ଉତ୍ସବ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପୌରାଞ୍ଚଳରେ ସମୃଦ୍ଧି ଉତ୍ସବ ପାଳନ କରାଯିବ ।
ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପୌରାଞ୍ଚଳରେ...

ଚିଲିକାରେ ୧୦ଲକ୍ଷରୁ ଅଧିକ ପକ୍ଷୀ

ଭୁବନେଶ୍ୱର: ଚଳିତବର୍ଷ ମରାଳମାଳିନୀ ଚିଲିକାକୁ ପ୍ରାୟ ୧୦ଲକ୍ଷ ୭ ହଜାର ପକ୍ଷୀ ଆସିଛନ୍ତି । ଆଜି ହୋଇଥିବା ପକ୍ଷୀ ଗଣନାରୁ ଏହି ସୂଚନା ମିଳିଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କହିଛନ୍ତି ।
ଚଳିତବର୍ଷ ମରାଳମାଳିନୀ ଚିଲିକାକୁ ପ୍ରାୟ ୧୦ଲକ୍ଷ ୭୦ ହଜାର ପକ୍ଷୀ ଆସିଛନ୍ତି ।...

ସ୍ୱାସ୍ଥ୍ୟ ବିଭାଗରେ ରକ୍ତଦାନ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସାଂସ୍କୃତିକ ସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଲୋକସେବା ଭବନ ପରିସରରେ ବିଭାଗର ସମ୍ମିଳନୀ
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସାଂସ୍କୃତିକ ସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ...

ଟ୍ରେନ ବାତିଲ ଯୋଜନା

ଭୁବନେଶ୍ୱର: ଦିଲ୍ଲୀ ସହିତ ଉତ୍ତର ଭାରତ ଏବଂ ପୂର୍ବତଟ ରେଳପଥର କେତେକ ସ୍ଥାନରେ ଘନ କୁହୁଡିର ଆଶଙ୍କା କରିବା ସହ ପୂର୍ବ ବର୍ଷମାନଙ୍କର ଅନୁଭୂତି ଅନୁଯାଇ ପୂର୍ବତଟ ରେଳପଥ ପରିସ୍ଥିତିକୁ ଦୃଷ୍ଟିରେ ରଖି କେତେକ ଟ୍ରେନର ଚଳାଚଳକୁ ବାତିଲ
ଦିଲ୍ଲୀ ସହିତ ଉତ୍ତର ଭାରତ ଏବଂ ପୂର୍ବତଟ ରେଳପଥର କେତେକ ସ୍ଥାନରେ ଘନ...

ପୁରସ୍କାର ଦେଖି ବିରୋଧି ଫିକା

ଭୁବନେଶ୍ୱର: କେନ୍ଦ୍ର ସରକାର ଓ ଅନ୍ୟ ସଂସ୍ଥାମାନେ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗ ଓ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ବାରମ୍ବାର ପୁରସ୍କୃତ କରି ଚାଲିଥିବା ପରିପ୍ରେକ୍ଷୀରେ ବିରୋଧିଦଳମାନେ ରାଜ୍ୟ ସରକାରଙ୍କ ଉପରେ ଯେଉଁ ବିବୃତ୍ତି ଯୁଦ୍ଧ ଚଳାଉଛନ୍ତି ତାହା ବସ୍ତୁତଃ ଫିକା ପଡିଯାଉଛି ।
କେନ୍ଦ୍ର ସରକାର ଓ ଅନ୍ୟ ସଂସ୍ଥାମାନେ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗ ଓ...

ସରକାରୀ ସ୍କୁଲ ପ୍ରତି ଲୋକେ ବିମୁଖ

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ନିଜ ପିଲାଙ୍କୁ ପଢାଇବା ପାଇଁ ବାପ ମା’ମାନେ ଏବେ ବିମୁଖ ।
ସରକାରୀ ବିଦ୍ୟାଳୟରେ ନିଜ ପିଲାଙ୍କୁ ପଢାଇବା ପାଇଁ ବାପ ମା’ମାନେ ଏବେ ବିମୁଖ...

ମିଳିଲା ପିଏମକିସାନର ତୃତୀୟ କିସ୍ତି

ଭୁବନେଶ୍ୱର: ୨୦୧୯ରୁ ମାର୍ଚ୍ଚ ୨୦୨୦ ଅବଧି ଲାଗି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପିଏମ-କିସାନ)ର ତୃତୀୟ କିସ୍ତି ଆକାରରେ ହିତାଧିକାରୀମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୨୦୧୯ରୁ ମାର୍ଚ୍ଚ ୨୦୨୦ ଅବଧି ଲାଗି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପିଏମ-କିସାନ)ର...

ନିରଞ୍ଜନ ସେଠୀ ହେଲେ ନିର୍ଦ୍ଦେଶକ (ବୈଷୟିକ)

ଭୁବନେଶ୍ୱର: ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ନିରଞ୍ଜନ ସେଠୀଙ୍କର ନିର୍ଦ୍ଦେଶକ(ବୈଷୟିକ) ପଦବୀକୁ ପଦନ୍ନୋତି ହୋଇଛି ।
ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ...

ଅହିଂସା ଜୀବନର ମୂଳମନ୍ତ୍ର

ଭୁବନେଶ୍ୱର: କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି । ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମ ପଡ଼ିଆରେ ୩୩ତମ ସ୍ୱାଧିନତା ସଂଗ୍ରାମୀ ମହୋତ୍ସବ ଉଦଘାଟନ କରି ମୁଖ୍ୟମନ୍ତ୍ରୀ
କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ କରିବା ପାଇଁ ମୁଖ୍ୟମନ୍ତ୍ରୀ...

ତିନି ସଂସ୍ଥାର ଅଧିକ କ୍ଷତି

ଭୁବନେଶ୍ୱର: ଆର୍ଥିକ ବୋଝ ଯୋଗୁଁ ସରକାର ସେସୁକୁ ଟାଟା ପାୱାରକୁ ଟେକି ଦେଇଥିବାବେଳେ ସରାକାରଙ୍କ ନିୟନ୍ତ୍ରଣରେ ଥିବା ଆଉ ତିନିଟି ବିଜୁଳି ବଣ୍ଟନକାରୀ ସଂସ୍ଥାର କ୍ଷତି କିନ୍ତୁ ସେସୁଠାରୁ ଅଧିକ ରହିଛି ।
ଆର୍ଥିକ ବୋଝ ଯୋଗୁଁ ସରକାର ସେସୁକୁ ଟାଟା ପାୱାରକୁ ଟେକି ଦେଇଥିବାବେଳେ...

ଶିଶୁ ଶ୍ରମ ଆଇନ୍‍ ପ୍ରତି କୋହଳ

ଭୁବନେଶ୍ୱର: ଶିଶୁମାନଙ୍କୁ ଶ୍ରମ କ୍ଷେତ୍ରରେ ନିୟୋଜିତ ନକରିବାପାଇଁ ଆଇନ୍‍ କାନୁନ୍‍ ଥିବାବେଳେ କର୍ତ୍ତୃପକ୍ଷଙ୍କ ନରୋମ ମନୋଭାବ ଯୋଗୁଁ ଅନେକ ଏଥିପ୍ରତି ଭ୍ରୁକ୍ଷେପ କରୁନାହାନ୍ତି ।
ଶିଶୁମାନଙ୍କୁ ଶ୍ରମ କ୍ଷେତ୍ରରେ ନିୟୋଜିତ ନକରିବାପାଇଁ ଆଇନ୍‍ କାନୁନ୍‍ ଥିବାବେଳେ କର୍ତ୍ତୃପକ୍ଷଙ୍କ ନରୋମ...

ତିନି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତରଓଡିଶା ଓ ଏହାର ଆଖପାଖ ଅଞ୍ଚଳ ଉପରେ ସୃଷ୍ଟି ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା ୨ ଓ ୩ ତାରିଖରେ ତିନିଟି ଜିଲ୍ଲାରେ ପ୍ରବଳ ହେବ ।
ଉତ୍ତରଓଡିଶା ଓ ଏହାର ଆଖପାଖ ଅଞ୍ଚଳ ଉପରେ ସୃଷ୍ଟି ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା...

ଇ-ଗେଜେଟ୍‌ ପୋର୍ଟାଲ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ଗେଜେଟ୍‌ ପୋର୍ଟାଲ୍‌ର ଶୁଭାରମ୍ଭ କରିଛନ୍ତି ।
ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ଗେଜେଟ୍‌ ପୋର୍ଟାଲ୍‌ର ଶୁଭାରମ୍ଭ...

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020