News

୧୫ଦିନରେ ଓଡିଆରେ ଲେଖ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ଅର୍ଦ୍ଧ ସରକାରୀ ଦପ୍ତର ଗୁଡିକରେ ନାମଫଳକ ଓ ସାଇନ୍‍ବୋର୍ଡ ଆଦି ଓଡିଆ ଭାଷାରେ ଲେଖିବା ସହିତ ଆସନ୍ତା ୧୫ଦିନ ମଧ୍ୟରେ ଏହା ସାରିବାକୁ ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟର ସମସ୍ତ ସରକାରୀ ଓ ଅର୍ଦ୍ଧ ସରକାରୀ ଦପ୍ତର ଗୁଡିକରେ ନାମଫଳକ ଓ...

ସନ୍ଦେହରେ ପ୍ଲାଷ୍ଟିକ ନିଷିଦ୍ଧ ଯୋଜନା

ଭୁବନେଶ୍ୱର: ପ୍ଲାଷ୍ଟିକ୍‍ ନିଷିଦ୍ଧ ପାଇଁ ରାଜ୍ୟ ସରକାର ଯେଉ ଘୋଷଣା କରିଛନ୍ତି ତାହାର ଠିକଣା ଅନୁପାଳନ ଘେନି ବିଭିନ୍ନ ମହଲରେ ଏବେ ବି ସନ୍ଦେହ ରହିଛି ।
ପ୍ଲାଷ୍ଟିକ୍‍ ନିଷିଦ୍ଧ ପାଇଁ ରାଜ୍ୟ ସରକାର ଯେଉ ଘୋଷଣା କରିଛନ୍ତି ତାହାର ଠିକଣା...

ରାଫେଲ ଦୁର୍ନୀତିରେ ଓଡିଶା କ୍ଷତିଗ୍ରସ୍ତ

ଭୁବନେଶ୍ୱର: ରାଫେଲ ଯୁଦ୍ଧ ବିମାନ କିଣାରେ ଦୁର୍ନୀତି ଯୋଗୁଁ ଓଡିଶା ବିଶେଷ କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟର ପ୍ରାୟ ୫୦ ହଜାର ଯୁବକ ଯୁବତୀ ନିଯୁକ୍ତି ସୁଯୋଗରୁ ବଞ୍ôଚତ ହୋଇଛନ୍ତି ।
ରାଫେଲ ଯୁଦ୍ଧ ବିମାନ କିଣାରେ ଦୁର୍ନୀତି ଯୋଗୁଁ ଓଡିଶା ବିଶେଷ କ୍ଷତିଗ୍ରସ୍ତ ହୋଇଛି...

ମୋଦିଙ୍କ ହସ୍ତକ୍ଷେପ ଦାବି

ଭୁବନେଶ୍ୱର: ଚିଲିକା ହ୍ରଦରେ ୱାଟର ଏରୋଡ୍ରମ ପ୍ରତିଷ୍ଠାକରି ସି-ପ୍ଲେନ ଅବତରଣ ଲାଗି କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ରଖିଛନ୍ତି ତାହାକୁ ବାତିଲ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ତକ୍ଷେପ କରିବାକୁ ଦାବି ଉଠିଛି ।
ଚିଲିକା ହ୍ରଦରେ ୱାଟର ଏରୋଡ୍ରମ ପ୍ରତିଷ୍ଠାକରି ସି-ପ୍ଲେନ ଅବତରଣ ଲାଗି କେନ୍ଦ୍ର ସରକାର...

ପୋଲିଂ ପାର୍ଟିରେ ଜଣେ ମହିଳାଙ୍କୁ ମନା

ଭୁବନେଶ୍ୱର: ଭୋଟଗ୍ରହଣ ପାଇଁ ଯାଉଥିବା ‘ପୋଲିଂ ପାର୍ଟି’ ରେ ଆଉ ଜଣିକିଆ ମହିଳା କର୍ମଚାରୀ ଯିବେନାହିଁ । ଯେଉଁ ମହିଳା କର୍ମଚାରୀ ପୋଲିଂ ଡ୍ୟୁଟିରେ ଯିବେ ସେମାନଙ୍କୁ ଭୋଟ ଗ୍ରହଣ ସ୍ଥଳରେ ଆଉ ଏଣିକି ରାତିରେ ରହିବାକୁ ପଡିବନାହିଁ ।
ଭୋଟଗ୍ରହଣ ପାଇଁ ଯାଉଥିବା ‘ପୋଲିଂ ପାର୍ଟି’ ରେ ଆଉ ଜଣିକିଆ ମହିଳା କର୍ମଚାରୀ...

ଆଶ୍ୱସ୍ତ ହେଲେ ବିଧାୟକ

ଭୁବନେଶ୍ୱର: ସମସ୍ତ କଂଗ୍ରେସ ବିଧାୟକ ଆସନ୍ତା ବିଧାନସଭା ନିର୍ବାଚନରେ ଟିକଟ ପାଇବେ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେବାପରେ ବିଧାୟକମାନେ ଆଶ୍ୱସ୍ତ ହୋଇଛନ୍ତି । ସେମାନଙ୍କୁ ଦଳୀୟ ଟିକଟ ମିଳିବା ଏକପ୍ରକାର ନିଶ୍ଚିତ ହୋଇଛି ।
ସମସ୍ତ କଂଗ୍ରେସ ବିଧାୟକ ଆସନ୍ତା ବିଧାନସଭା ନିର୍ବାଚନରେ ଟିକଟ ପାଇବେ ବୋଲି ପ୍ରଦେଶ...

ସିକିଲସେଲ ପାଇଁ ରୋଡ୍‍ମ୍ୟାପ୍‍

ଭୁବନେଶ୍ୱର: ରାଜ୍ୟରେ ସିକିଲସେଲ ଓ ଥାଲାସେମିଆ ରୋଗ ନିୟନ୍ତ୍ରଣ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଫଳରେ ରାଜ୍ୟର ସମସ୍ତ ଜିଲ୍ଲାରେ ସିକିଲ୍‍ସେଲ୍‍ ଓ ଥାଲାସେମିଆ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିବ ।
ରାଜ୍ୟରେ ସିକିଲସେଲଓ ଥାଲାସେମିଆ ରୋଗ ନିୟନ୍ତ୍ରଣ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି ।...

କ୍ଷୁଦ୍ର ଉଦ୍ୟୋଗରେ ଅଧିକ ପୁଞ୍ଜି

ଭୁବନେଶ୍ୱର: ଓଡ଼ିଶାରେ କୃଷି ପାଇଁ ଋଣଦେବା ବ୍ୟାଙ୍କମାନେ କୁନ୍ଥୁକୁନ୍ଥୁ ହେଉଥିବା ବେଳେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଲାଗି କିନ୍ତୁ ବେଶ୍‍ ଆଗ୍ରହୀ । ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ସର୍ବଶେଷ ରିପୋର୍ଟର ବିଶ୍ଳେଷଣରୁ ଏହି ତଥ୍ୟ ଜଣାପଡ଼ିଛି ।
ଓଡ଼ିଶାରେ କୃଷି ପାଇଁ ଋଣଦେବା ବ୍ୟାଙ୍କମାନେ କୁନ୍ଥୁକୁନ୍ଥୁ ହେଉଥିବା ବେଳେ ଅଣୁ,...

ପରିଷଦ ଦପ୍ତର ଭୁବନେଶ୍ୱର ଛାଡୁନି

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ପଶ୍ଚିମାଞ୍ଚଳ ବିକାଶ ଲାଗି ଓଡ଼ିଶା ସରକାର ୧୯ ବର୍ଷ ତଳେ ଗଠନ କରିଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ଏହି ଅଞ୍ଚଳରେ ପ୍ରତିଷ୍ଠା କରାଯାଇପାରୁନାହିଁ । ୧୯୯୯ ମସିହାରୁ ଗଠନ କରାଯାଇଥିବା ଏହି ପରିଷଦର ମୁଖ୍ୟ ଦପ୍ତର ଏବେ ବି ଭୁବନେଶ୍ୱରରେ ରହିଛି ।
ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ପଶ୍ଚିମାଞ୍ଚଳ ବିକାଶ ଲାଗି ଓଡ଼ିଶା ସରକାର ୧୯ ବର୍ଷ...

ହମ୍ ବଦଲେଙ୍ଗେ ଅପନା ଭାରତ

ଭୁବନେଶ୍ୱର: ଗଣତନ୍ତ୍ରର ସୁଦୃଢ଼ୀ କରଣ ପ୍ରକ୍ରିୟାରେ ଯୁବ ଓ କିଶୋର ମାନଙ୍କ ଭାଗୀଦାରୀତା ବୃଦ୍ଧି କରିବା ଓ ଭବିଷ୍ୟତର ଦାୟିତ୍ୱ ସମ୍ପନ୍ନ ମତଦାତା ଭାବରେ ପ୍ରସ୍ତୁତ କରିବା ପାଇଁ ରାଜ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ ହମ୍ ବଦଲେଙ୍ଗେ ଅପନା ଭାରତ’’ ର ଶୁଭାରମ୍ଭ ହୋଇଛି ।
ଗଣତନ୍ତ୍ରର ସୁଦୃଢ଼ୀ କରଣ ପ୍ରକ୍ରିୟାରେ ଯୁବ ଓ କିଶୋର ମାନଙ୍କ ଭାଗୀଦାରୀତା ବୃଦ୍ଧି...

କେରଳ ପାଇଁ ଆଉ ୫ କୋଟି

ଭୁବନେଶ୍ୱର: କେରଳ ବନ୍ୟା ପୀଡିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ୫କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହି ଅର୍ଥ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ ।
କେରଳ ବନ୍ୟା ପୀଡିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ୫କୋଟି...


 ଆର୍କାଇଭ୍